Saturday, September 19, 2026
ADVERTISEMENT
Home ଜିଲ୍ଲା ଅମାନିଆ ଲୋକଙ୍କୁ ପୋଲିସ ତାଙ୍କ ନିୟନ୍ତ୍ରଣରେ ରଖିଛନ୍ତି

ଅମାନିଆ ଲୋକଙ୍କୁ ପୋଲିସ ତାଙ୍କ ନିୟନ୍ତ୍ରଣରେ ରଖିଛନ୍ତି

399
ADVERTISEMENT

ବଲାଙ୍ଗୀର,୨୭ା୩ ବିଶିକେଶନ ବେହେରା) : ବଲାଙ୍ଗୀର ଲୋକଙ୍କୁ ବରମ୍ବାର ସଚତେନ କଲେ ମଧ୍ୟ ମାନୁ ନାହାଁନ୍ତି। ବାହାରେ କୌଣସି କାମ ନ ଥିଲେ ମଧ୍ୟ ବୁଲାବୁଲି କରୁଛନ୍ତି। ଆଜି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ୫୦ଜଣଙ୍କୁ ପୋଲିସ ଧରିଛି। ଏଭଳି ଆଇନ ଅମାନ୍ୟ କରୁଥିବା ଲୋକଙ୍କୁ ପୋଲିସ ତାଙ୍କ ନିୟନ୍ତ୍ରଣରେ ରଖି ଦଣ୍ଡ ଦେଇଥିବା ଦେଖିବାକୁ ମିଳିଛି ।

Advertisement