କୋଭିଡ-୧୯ ସଂକ୍ରମଣ ନେଇ ଆଜି ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

330
ADVERTISEMENT

ନୂଆଦିଲ୍ଲୀ, ୨୪/୦୩ (ଡ଼ିଏଚ) : କୋଭିଡ-୧୯ ସଂକ୍ରମଣ ବିଷୟରେ ଆଜି ଅର୍ଥାତ ୨୪ ମାର୍ଚ୍ଚ, ୨୦୨୦ ସନ୍ଧ୍ୟା ୮ ଘଣ୍ଟା ସମୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରକୁ ସମ୍ବୋଧିତ କରିବେ ।

ଏକ ଟ୍ଵିଟ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଆଜି ଅର୍ଥାତ ୨୪ ମାର୍ଚ୍ଚ, ୨୦୨୦ ସନ୍ଧ୍ୟା ୮ ଘଣ୍ଟା ସମୟରେ କୋଭିଡ-୧୯ ସଂକ୍ରମଣ ବିଷୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବି” ।

Advertisement