Monday, September 21, 2026
ADVERTISEMENT
Home ଜିଲ୍ଲା ଆଶା ଓ ଅଙ୍ଗନବାଡିକର୍ମୀଙ୍କ ଦ୍ୱାରାସଚେତନତା ଅଭିଯାନ

ଆଶା ଓ ଅଙ୍ଗନବାଡିକର୍ମୀଙ୍କ ଦ୍ୱାରାସଚେତନତା ଅଭିଯାନ

367
ADVERTISEMENT

ବଲାଙ୍ଗୀର,୨୪।୩( ବିଶିକେଶନ ବେହେରା) : ବର୍ତମାନ କୋରାନା କୁ ନେଇ ରାଜ୍ୟ ସରକାର ସମସ୍ତଙ୍କୁ ସଚେତନ ଓ ସତର୍କ ରହିବା ପାଇଁ ଅନୁରୋଧ କରୁଛନ୍ତି l ତେବେ ଗ୍ରାମବାସୀଙ୍କୁ ମଧ୍ୟ ଏ ନେଇ ସଚେତନ କରାଯାଉଛି l ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଯୁଗୀମୁଣ୍ଡା ପଞ୍ଚାୟତର ଠକପଡ଼ା ଗ୍ରାମର ଆଶା ଓ ଅଙ୍ଗନବାଡି କର୍ମୀ ବୁଲି ବୁଲି କୋରାନା ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି l

Advertisement