କଟକ,୧୮।୩(ବୁବା ଦାସ ) : ବ୍ରେଥ୍ ଆନାଲାଇଜର ଟେଷ୍ଟ ବନ୍ଦ ପାଇଁ ସବୁ ଏସ୍ପି ଓ ଡିସିପିଙ୍କୁ ନିର୍ଦ୍ଦେଶ ଦେଲେ ପୁଲିସ ଡିଜି ଶ୍ରୀ ଅଭୟ।କରୋନା ସଂକ୍ରମଣ ରୋକିବା ପାଇଁ ବନ୍ଦ ହେଲା ବ୍ରେଥ୍ ଆନାଲାଇଜର, ମଦ୍ୟପ ଡ୍ରାଇଭରଙ୍କୁ ଧରାପକାଉଥିଲା ବ୍ରେଥ୍ ଆନାଲାଇଜର ଟେଷ୍ଟ,କରୋନା ପାଇଁ ଆଉ ଟେଷ୍ଟ ହେବ ନାହିଁ।















