Monday, September 21, 2026
ADVERTISEMENT
Home ଜିଲ୍ଲା କଟକ ପୋଲିସ୍ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନଉତ୍ତର ଭିତ୍ତିକ ଆଲୋଚନା

ପୋଲିସ୍ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନଉତ୍ତର ଭିତ୍ତିକ ଆଲୋଚନା

366
ADVERTISEMENT

କଟକ,୧୮।୩(ବୁବା ଦାଶ ): କମିଶନରେଟ ପୋଲିସ ଅଧୀନରେ ଥିବା କଟକ ମହିଳା ଥାନା ଓ ‘ମାଧ୍ୟମ’ ମହିଳା ସହଯୋଗ କେନ୍ଦ୍ର ତରଫରୁ କଟକ ସହରର ୩୪ ନମ୍ବର ୱାର୍ଡ ର ମାଛୁଆ ବଜାର ଶଶୀକଳା ପ୍ୟାଲେସ ରେ ପୋଲିସ ଓ ଜନସାଧାରଣ ଙ୍କ ମଧ୍ୟରେ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ପ୍ରଶ୍ନୋ ଭିତ୍ତିକ ଆଲୋଚନା ଚକ୍ରରେ ମହିଳା ମାନେ ନିଜର ସମସ୍ୟା ପୋଲିସ ଅଧିକାରୀ ମାନଙ୍କୁ ଜଣାଇଥିଲେ।

Advertisement