ବଲାଙ୍ଗୀର ,୧୩।୩(ଦେବବ୍ରତ ଗୁରୁ) : ରାତ୍ର ବଲାଙ୍ଗୀର ଥାନାଧିକାରୀ ପେଟ୍ରୋଲିଙ୍ଗ ବେଳେ କୌଣସି ଅଜଣା ଗାଡି ତାଙ୍କର ପେଟ୍ରୋଲିଙ୍ଗ ଗାଡିକୁ ଧକ୍କା ଦେଇ ଚାଲି ଯାଇଥିଲା । ଏଥିରେ ଥାନାଧିକାରୀ ଆହତ ହୋଇ ଚିକତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ । ଦୁର୍ଘଟଣା ଘଟାଇ ଫେରାର ଥିବା ଗାଡିକୁ ଧରିବା ପାଇଁ ପୋଲିସ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
















