ବଲାଙ୍ଗୀର,୯/୩(ସୁନୀଲ ତିପାଠୀ) : ଆଜି ଆର.ଟି.ଓ ଛକ ପାଖ ବିଏସ.ଏନଏଲ ଅଫିସ ପାଖରେ ଛୁଆଚୋରି ଏବଂ ଲୁଟପାଟ ଅଭିଯୋଗରେ ସ୍ଥାନୀୟ ଲୋକେ ୨ ଜଣଙ୍କୁ କାବୁକରି ପୁଲିସ ଜିମାରେ ଦେଇଛନ୍ତି l ପୁଲିସ ସେମାନଙ୍କୁ ଅଧିକ ପଚରା ଉଚୁରା ପାଇଁ ଥାନାକୁ ନେଇଛି l ଉକ୍ତ ଦୁଇଜଣ ହେଲେ ଅଭିଯୁକ୍ତ ଏକ ବୟସ୍କ ବ୍ୟକ୍ତିଙ୍କୁ ଅଟକାଇ ଲୁଟପାଟ କରୁଥିଲେ l
















