Monday, September 21, 2026
ADVERTISEMENT
Home ଜିଲ୍ଲା ଭୀମ ଆର୍ମୀର ବନ୍ଦ ଡାକରାରେ ବଲାଙ୍ଗୀର ବନ୍ଦର ପ୍ରଭାବ

ଭୀମ ଆର୍ମୀର ବନ୍ଦ ଡାକରାରେ ବଲାଙ୍ଗୀର ବନ୍ଦର ପ୍ରଭାବ

321
ADVERTISEMENT

ବଲାଙ୍ଗୀର,୨୫।୨,(ଦେବବ୍ରତ ଗୁରୁ) : ଗତକାଲି ବଲାଙ୍ଗୀର ପଦୋନ୍ନତିରେ ଆରକ୍ଷଣ ସଂପର୍କରେ ମାନ୍ଯବର ସୁପ୍ରିମକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ ଭୀମ ଆର୍ମୀ ତରଫରୁ ଭାରତ ବନ୍ଦ ଡାକରା ପରିପେକ୍ଷିରେ ବଲାଙ୍ଗୀରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ସହରର ସମସ୍ତ ଦୋକାନ ,ବଜାର ,ବ୍ଯବସାୟ ପ୍ରତିଷ୍ଠାନ ,ପେଟ୍ରୋଲ ପମ୍ପ ଓ ଯାନ ବାହନ ଚଳାଚଳ ବନ୍ଦ ରହିଥିଲା ।ବନ୍ଦ ସମର୍ଥନ ରେ ଆନ୍ଦୋଳନ କାରୀ ମାନେ ବଲାଙ୍ଗୀର ଜିଲ୍ଲାପାଳ ଙ୍କ ଅଫିସ ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ କରିଥିଲେ ।

Advertisement