Monday, September 21, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ତାଳଚେର ଅନନ୍ତ କୋଇଲା ଖଣିରେ ଠିକା ଶ୍ରମିକ ମୃତ

ତାଳଚେର ଅନନ୍ତ କୋଇଲା ଖଣିରେ ଠିକା ଶ୍ରମିକ ମୃତ

440
ADVERTISEMENT

ତାଳଚେର,୧୯।୨(ପ୍ରବୀଣ କୁମାର ଦାଶ) : ତାଳଚେର ସନ୍ତପଡା ଗ୍ରାମର ମାଧବ ଚନ୍ଦ୍ର ସାହୁ ଅନନ୍ତ କୋଇଲାଖଣିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଆଜି ଅନନ୍ତ କୋଇଲାଖଣିରେ ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପହଞ୍ଚି ମୃତ ବ୍ୟକ୍ତିଙ୍କ ପରିବାରକୁ ସାନ୍ତ୍ବନା ଦେବା ସହ କ୍ଷତି ପୂରଣ ବାବଦକୁ 24 ଲକ୍ଷ ଟଙ୍କା ଓ ପରିବାରର ଜଣକୁ ନିଯୁକ୍ତି ଦେବାପାଇଁ ଏମ.ସି.ଏଲର ଉପରିସ୍ଥ ଅଧିକାରୀଙ୍କୁ କହିଥିଲେ।

Advertisement