ADVERTISEMENT
Home ଜିଲ୍ଲା ଅନୁଗୁଳ ରାସ୍ତାରେ ଓଲଟି ପଡିଲା ଜଗନ୍ନାଥ ଏକ୍ସପ୍ରେସ’ ନାମକ ଓଏସଆରଟିସି ବସ୍ ।

ରାସ୍ତାରେ ଓଲଟି ପଡିଲା ଜଗନ୍ନାଥ ଏକ୍ସପ୍ରେସ’ ନାମକ ଓଏସଆରଟିସି ବସ୍ ।

1
ADVERTISEMENT

ଅନୁଗୋଳ,୨୧|୦୭ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ଜିଲ୍ଲା ସାମଲ ଥାନା ବୁରୁକୁନା ଛକ ନିକଟରେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଲା ଜଗନ୍ନାଥ ଏକ୍ସପ୍ରେସ’ ନାମକ ଓଏସଆରଟିସି ବସ୍ । ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଥିବାବେଳେ ୨୪ରୁ ଅଧିକ ଯାତ୍ରୀ ସାମାନ୍ୟ ଆହତ ହୋଇ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର । ଏବଂ ଉକ୍ତ ବସ୍ ଟି ୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ନେଇ ପୁରୀରୁ ସୁନ୍ଦରଗଡ଼ ଅଭିମୁଖେ ଯାଉଥିଲା।

Advertisement