Tuesday, September 8, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ପ୍ରେମିକାର ଦାଦାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି...

ପ୍ରେମିକାର ଦାଦାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ୩ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

11
ADVERTISEMENT

ଅନୁଗୋଳ,୧୯|୦୭(ଡ଼ି.ଏଚ ବ୍ୟୁରୋ):-ଅନୁଗୋଳ ବାଳୁଅକଟା ଗ୍ରାମରେ ପ୍ରେମ ବ୍ୟାପାରକୁ ନେଇ ପ୍ରେମିକାର ଦାଦା ହେମନ୍ତ ବେହେରାଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଅନୁଗୋଳ ସଦର ପୋଲିସ ୩ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏମାନେ ହେଲେ ମୁଖ୍ୟ ଅଭିଯୁକ୍ତ ଶରଧାପୁର ଗାଁର ଜୁଲୁ ବେହେରା ,ଖାଲଗାଁର କିଶନ ବାରିକ (୨୨) ଏବଂ ରିତେଶ ସାହୁ (୨୧)।

Advertisement