Wednesday, August 12, 2026
ADVERTISEMENT
Home ଜିଲ୍ଲା ଅନୁଗୁଳ ଆଜି ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ।

ଆଜି ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ।

1
ADVERTISEMENT

ଅନୁଗୋଳ ,୧୨।୦୮(ଡ଼ି.ଏଚ ବ୍ୟୁରୋ):-ଆଜି ୧୨ ଘଣ୍ଟିଆ ଅନୁଗୋଳ ଜିଲ୍ଲା ବନ୍ଦ। ଜିଲ୍ଲାରେ ପ୍ରଦୂଷଣର ମାତ୍ର ବଢିବା, ରାସ୍ତାଘଟର ଦୂରାଵସ୍ଥା,ଚିନ୍ତାଜନକ ରାସ୍ତା ଦୁର୍ଘଟଣା,ଆଇନ ଶୃଙ୍ଖଳା ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଅସୁବିଧା ନେଇ ଜିଲ୍ଲା କଂଗ୍ରେସ ଏହି ବନ୍ଦ ଡାକରା ଦେଇ ଥିବାବେଳେ ରାସ୍ତାଘଟ,ଦୋକାନ ବଜାର ସହ ବସ୍ ଚଳାଚଳ ବନ୍ଦ ରହିଛି। ଏବଂଛକ ଛକରେ କଂଗ୍ରେସ କର୍ମୀ ମାନେ ପିକେଟିଂ କରୁଛନ୍ତି।

Advertisement