ଗୃହ ଭାଙ୍ଗି ଡକାୟତି :ଜଣେ ଗିରଫ

341
ADVERTISEMENT

ବଲାଙ୍ଗୀର, ୧୪/୨(ସୁନୀଲ ତ୍ରୀପାଠୀ) : ଗୃହ ଭାଙ୍ଗି ଡକାୟତି କରିଥିବା ଅଭିଯୁକ୍ତ ଅଦାଲ ଗୌଡ଼ଙ୍କୁ ଟିଟଲାଗଡ଼ ପୋଲିସ ଗତକାଲି ଗିରଫ କରିଛି l ତାଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରାଯାଇଛି ଓ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ଓ ଏ ସମ୍ପର୍କୀୟ ସୂଚନା ପୋଲିସ ସୂତ୍ରରୁ ପ୍ରକାଶ l

Advertisement