ଜିଲ୍ଲାବଲାଙ୍ଗୀର ଭୀମଭୋଇ ମେଡିକାଲ ଭିତରେ ନର୍ସଙ୍କୁ ଆକ୍ରମଣ By Dunia Halchal - February 14, 2020 518 Share FacebookXPinterestWhatsApp ADVERTISEMENT ବଲାଙ୍ଗୀର, ୧୪/୨(ଦେବବ୍ରତ ଗୁରୁ) :ଗୁରବାର ରାତି ୧0 ଟାରେ କାର୍ଯ୍ୟରତ ଜଣେ ନର୍ସଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ l କଜୁଆଲିଟି ପାଖରେ ଖୋଦ ଫାଣ୍ଡି ଥାଇ ହୋଇଛି ଆକ୍ରମଣ l ଭିଡ଼ିଓ ଉଠେଇବାକୁ ନର୍ସ ବିରୋଧ କରିବାରୁ ଦଳେ ଯୁବକ ଆକ୍ରମଣ କରି ଲହୁ ଲୁହାଣ କରିଦେଇଥିଲେ l ନର୍ସ ବର୍ତମାନ ଚିକତ୍ସିତ ଅଛନ୍ତି l Advertisement