ବଲାଙ୍ଗୀର,୧୦।୨(ଦେବବ୍ରତ ଗୁରୁ): ଗତକାଲି ତରଭା ନିକଟସ୍ତ ଜାତୀୟ ରାଜପଥ ପାଟଣାଗଡ଼ ତମିଆ ଗ୍ରାମରେ ଛିଡ଼ା ହୋଇଥିବା ଏକ ଟ୍ରକକୁ ସୋନପୁର ପଟରୁ ଆସୁଥିବା, ଏକ ବୋଲେରୋ ଧକ୍କା ଦେବା ଫଳରେ ୫ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ୨ଜଣ, ତରଭା ଡାକ୍ତର୍ ଖାନା ରେ ୧ଜଣ ଏବଂ ବଲାଙ୍ଗୀର ଡାକ୍ତର ଖାନା ରେ ୨ ଜଣ ମୋଟ ୫ ଜଣଙ୍କର ବର୍ତ୍ତମାନ ପାର୍ଯ୍ୟନ୍ତ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।




















