ବଲାଙ୍ଗୀର, ୮ା୨,(ସୁନୀଲ ତ୍ରିପାଠୀ ) : ଟିଟିଲାଗଡ଼ ସହରର ଅନେକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ପୁଲିସ ପ୍ରଶାସନ ତରଫରୁ ସି.ସି.ଟିଭି ଲଗାଯାଇ ଥିଲେ ମଧ୍ୟ ସଚେତନତା ଅଭାବ ଯୋଗୁଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ମାନ ଘଟୁଥିବା ଅଭିଯୋଗ ହୋଇଛି । ଟିଟଲାଗଡ଼ର ନିରୋଜ ଷ୍ଟଡିଓ ସାମ୍ନାରେ ହୋଇଥିବା ବାଇକ ଦୁର୍ଘଟଣାରେ ଚାଳକ ଆହତ ହେବା ସହ ଆଶ୍ଚର୍ଯ୍ୟ ଜଣକ ଭାବେ ଜଣେ ଶିଶୁ ରକ୍ଷା ପାଇଯାଇ ଥିଲେ ।




















