Friday, November 6, 2026
ADVERTISEMENT
Home ଜିଲ୍ଲା ତିରିଶ ତମ ଜାତୀୟ ଫାନସିଙ୍ଗ ଚମ୍ପିୟନ ସିପରେ ଭାଗ ନେବା ପାଇଁ ବଲାଙ୍ଗିର ଟିମର ଦିଲ୍ଲୀ...

ତିରିଶ ତମ ଜାତୀୟ ଫାନସିଙ୍ଗ ଚମ୍ପିୟନ ସିପରେ ଭାଗ ନେବା ପାଇଁ ବଲାଙ୍ଗିର ଟିମର ଦିଲ୍ଲୀ ଗସ୍ତ

608
ADVERTISEMENT

ବଲାଙ୍ଗୀର, ୮ା୨,(ଦେବବ୍ରତ ଗୁରୁ) : ଆଜି ବଲାଙ୍ଗିର ଟିମ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ଟିମରେ ବିଙ୍ଗହୁମେନ ଫାଉଣ୍ଡେସନର ଚାରିଜଣ ସଦସ୍ୟ ସଦସ୍ୟା ସାମିଲ ହୋଇଛନ୍ତି । ଏହି ଅନୁଷ୍ଠାନର ସମ୍ପାଦକ ବିବେକ ପଟେଲ, ସାହିଲ କୁମ୍ଭାର, ସାଗରିକl ପାଣିଗ୍ରାହୀ , ଶୁଭଶ୍ରୀ ଗୌଡ଼ଙ୍କୁ ଅନୁଷ୍ଠାନ ତରଫରୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭକାମନା ଜଣାଯାଇଛି । ତାସହ ସମସ୍ତ ଖେଳାଳିଙ୍କ ସଫଳତା ପାଇଁ ମା ସମଲେଶ୍ୱରୀଙ୍କ ଠାରେ ପ୍ରାଥର୍ନl କରିଛନ୍ତି ।

Advertisement