ବଲାଙ୍ଗୀର,୪।୨(ସୁନୀଲ ତ୍ରୀପାଠୀ) : ବଲାଙ୍ଗିର ପାଖ ବିରମୁଣ୍ଡା ଛକ ଠାରେ ଆଜି ସକାଳୁ ଜଣେ ବୁଦ୍ଧ (ମାନସିକ ରୋଗୀ) ରାସ୍ତା କଡରେ ପଡି ରହିଥିଲେ। ଆମ ଅନୁଷ୍ଠାନ ବିଙ୍ଗହୁମେନର ସକ୍ରିୟ ସଦସ୍ୟ ରାହୁଲ ଭାଇ ତାଙ୍କୁ ଖାଇବା ଦେଇ ତାଙ୍କ ଦୋକାନ ଠାରେ ରଖିଥିଲେ। ଆମେ ସନ୍ଧ୍ୟା ୭ ଟାରେ ଜାଣିଲା ପରେ ତାଙ୍କ ପାଖକୁ ଯାଇ ଠିକଣା ଜାଣିବାକୁ ଚେଷ୍ଟା କରିଥିଲୁ।ସମସ୍ତଙ୍କ ସାହଯ୍ୟରେ ସେ ଢ଼ୋଲମହୁଲର ବୋଲି ଜଣାପଡିଥିଲା।ପରେ ଆମେ ଯାଇ ତାଙ୍କ ଗାଁ ରେ ଛାଡି କି ଆସିଥିଲୁ। ଜାଣିବାକୁ ପାଇଲୁ ସେ ୨ ଦିନ ହେଲା ନିଖୋଜ ଥିଲେ ସମସ୍ତେ ଖୋଜି ମଧ୍ୟ ପାଉନଥିଲେ ।




















