ବଲାଙ୍ଗୀର,୩।୨(ଦେବବ୍ରତ୍ଗୁରୁ ) ବଲାଙ୍ଗରି ସହରରେ ବହୁଦିନରୁ ଲାଗିରହିଥିବା ଟ୍ରାଫିକ ସମସ୍ୟାର ପୂର୍ଣ୍ଣକାଳୀନ ସମାଧାନ ପାଇଁ ବେଆଇନ ଜବର ଦଖଲକାରୀଙ୍କୁ ଜିଲ୍ଲା ପ୍ରଶାସନ ହଟାଇ ଦେଇଥିବା ଯୋଗୁଁ ସାଧାରଣରେ ଆନନ୍ଦ ପ୍ରକାଶ ପାଇଥିଲେ ମଧ୍ୟ ଉଠା ଦୋକାନି ଏବଂ ଗରିବ ଶ୍ରେଣୀର ବ୍ୟକ୍ତିବିଶେଷଙ୍କ ଥଇଥାନ ପ୍ରତି ଦୃଷ୍ଟି ଦିଆ ନଯିବା ଯୋଗୁଁ ଅସନ୍ତୋଷ ବ୍ୟାପୁଥିବା ଲକ୍ଷ କରାଯାଇଛି ।




















