ବଲାଙ୍ଗୀର,୧/୨(ସୂନୀଳ ତ୍ରିପାଠୀ) : ଆଜି ପ୍ରତ୍ୟୁଷରେ କୌଣସି ଏକ ଟ୍ରେନ୍ ରେ ଜଣେ ବଙ୍ଗୀୟ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏକ ବିବାହ ଉତ୍ସବରେ ସେ ଯୋଗ ଦେବାକୁ ଆସି ଥିବାସୂଚନା ମିଳିଛି ,ଏବଂ ତାଙ୍କର ମାନସିକ ବିକୃତ ଥିବା କୁହାଯାଇଛି । ରେଲୱେ ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛନ୍ତି ।



















