ମାଲପଡାରେ ସାମୁହିକ ବ୍ରତ

437
ADVERTISEMENT

ବଲାଙ୍ଗୀର,୩୧/୦୧(ଦେବବ୍ରତ ଗୁରୁ) : ଗତକାଲି ଏକା ସାଙ୍ଗରେ ୫ଜଣ ଗରିବ ଓ ଅସହାୟ ପରିବାରର ପୁଅ ମାନଙ୍କୁ ସାମୁହିକ ବ୍ରତ କରାଯାଇଥିଲା। ବଲାଙ୍ଗୀର ସହରର ମାଲପଡା ରାମସ୍ବାମୀ ମନ୍ଦିର ପ୍ରାଙ୍ଗଣରେ ସକାଳେ ସାମୁହିକ ବ୍ରତ ଅନୁଷ୍ଠିତ ହୋଇଥିଲା। ଏହାକୁ ଆୟୋଜନ କରିଥିଲେ ମାଲପଡାର ମହିଳା କମିଟୀ । ଏଥିରେ ବହୁତ ସଂଖ୍ୟାରେ ମହିଳା ଏବଂ ପୁଅ ମାନଙ୍କର ବାପା, ମାଁ,ଓ ତାଙ୍କ ପରିବାର ଲୋକ ଆସି ସହଯୋଗ କରିଥିଲେ।

Advertisement