Friday, November 6, 2026
ADVERTISEMENT
Home ଜିଲ୍ଲା ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଅନିଲ ନାୟକ ଗିରଫ

ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ଅନିଲ ନାୟକ ଗିରଫ

279
ADVERTISEMENT

ବଲାଙ୍ଗୀର,୨୯।୧(ଦେବବ୍ରତ ଗୁରୁ): ସଦପଡା ଠାରେ ଥିବା ସଖି କଣ୍ଢେଇ ସେଣ୍ଟରରେ ଜଣେ ଗଞ୍ଜାମର ମହିଳା ପ୍ରେମ ପ୍ରତାରଣାର ଶିକାର ହୋଇ ଆତ୍ମହତ୍ୟା କରିବା ଘଟଣାରେ ବଲାଙ୍ଗୀର ପୋଲିସ ଟିକରପଡ଼ାରୁ ଅନିଲ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Advertisement