Thursday, September 24, 2026
ADVERTISEMENT
Home ବଲାଙ୍ଗୀର ବଲାଙ୍ଗୀର କିଛି ଦିନର ଘଟଣା

ବଲାଙ୍ଗୀର କିଛି ଦିନର ଘଟଣା

279
ADVERTISEMENT

ବଲାଙ୍ଗୀର,୨୯/୧( ସୁନୀଲ ତ୍ରୀପାଠୀ): ବଲାଙ୍ଗୀର ଗାନ୍ଧୀନଗର ପଡା ପେଟ୍ରୋଲ ପମ୍ପ ପାଖର ଗୋଟିଏ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟିଥିଲା ଯେଉଁଥିରେ କାର ଚାଳକ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧିନ । ଦୁର୍ଘଟଣା ଘଟିଥିବା ଗାଡି ଖରାପ ଅବସ୍ଥାରେ କେଉଁ ଭଲି ଭାବରେ ରାସ୍ତା ମଝିରେ ରାତି ୧୦ଟା ପର୍ଯ୍ୟନ୍ତ ପଡି ରହିଛି । ଯିବା ଆସିବା ସମୟରେ ଅନେକ ଟ୍ରାଫିକ ସମସ୍ୟାଗୁଡ଼ିକ ଦେଖାଦେଇଥିଲେ ମଧ୍ୟ ଏହି ସମସ୍ୟା ପ୍ରତି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ କାହାରି ମନରେ ତତ୍ପରତା ପ୍ରକାଶ ପାଇ ନ ଥିଲା ।

Advertisement