Saturday, November 7, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବୈଠକ

ବଲାଙ୍ଗୀରରେ ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ବୈଠକ

315
ADVERTISEMENT

ବଲାଙ୍ଗୀର ,୨୮।୧(ଦେବବ୍ରତ ଗୁରୁ) : ଗତକାଲି ବଲାଙ୍ଗୀର ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ କଂଗ୍ରେସର ନୀତି ଆଦର୍ଶ ଏବଂ ବିଚାରଧାର ଉପରେ ଆଲୋଚନା କରାଗଲା।ଏହି ସଭାରେ ଅତିଥି ଭାବେ କରାପୁଟ ସାଂସଦ ସପ୍ଟଗିରି ଉଲ୍କା ଏବଂ ଏ.ଆଇସି.ସି ସମ୍ପାଦକ ବିଶ୍ୱରଞ୍ଜନ ମହାନ୍ତି ଯୋଗଦେଇଥିଲେ।

Advertisement