Thursday, November 5, 2026
ADVERTISEMENT
Home ଜିଲ୍ଲା ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ

302
ADVERTISEMENT

ବାଲେଶ୍ଵର, ୨୭/୧( ନରେନ୍ଦ୍ର ପ୍ରସାଦ ବେହେରା ) : ଆଜି ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରେ ୭୧ ତମ ସାଧାରଣତନ୍ତ୍ର ଦିବସ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜରକୁ ଆସିନାହିଁ । ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ସରକାରୀ ଅଫିସ୍, ସାମ୍ବାଦିକ ଅଫିସ୍ ସମେତ ନାଗରିକମାନେ ଆଜିର ଏହି ଦିବସକୁ ସମ୍ମାନର ସହିତ ପାଳନ କରିଛନ୍ତି ।

Advertisement