Saturday, October 3, 2026
ADVERTISEMENT
Home ଆଞ୍ଚଳିକ ଆରଟିଓ ନାଁରେ ଠକେଇ ।

ଆରଟିଓ ନାଁରେ ଠକେଇ ।

1
ADVERTISEMENT

ବାଲେଶ୍ୱର,୦୩/୧୦(ଡ଼ି.ଏଚ ବ୍ୟୁରୋ):-ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ୬୦ ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ପ୍ଲାଜା ନିକଟରେ ଆରଟିଓ ନାଁରେ ଠକେଇ । ପଶ୍ଚିମବଙ୍ଗର ଶମ୍ଭୁ ସାହୁ ନାମକ ଜଣେ ଯୁବକ ଆରଟିଓ ନାଁରେ ନକଲି କାଗଜପତ୍ର ଦେଇ ଚାଲାଣ କାଟୁଥିବାବେଳେ ଜଳେଶ୍ୱର ଥାନା ପୋଲିସ ତାକୁ ଗିରଫ କରିଛି । ଏବଂ ଅନ୍ୟ ଜଣେ ଘଟଣାସ୍ଥଳରୁ ଫେରାର ମାରିଛି ।

Advertisement