ଜିଲ୍ଲାବଲାଙ୍ଗୀର ଲେଖକ ଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନ By Dunia Halchal - January 27, 2020 281 Share FacebookXPinterestWhatsApp ADVERTISEMENT ବଲାଙ୍ଗୀର, ୨୭/୧(ସୁନୀଲ ତ୍ରୀପାଠୀ) : ୭୧ତମ ସାଧାରଣତନ୍ତ୍ର ଦିବସ ପାଳନଅବସରରେ ଚିର ଶ୍ରେଷ୍ଠ ରଙ୍ଗବତୀ ଗୀତର ଲେଖକ ଶ୍ରୀ ମିତ୍ରଭାନୁ ଗୌନ୍ତିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମନିତ କରାଯାଇଛି । ଏହି ମହାନ ଲେଖକଙ୍କ କୁର୍ତ୍ତୀତ୍ୱ ପାଇଁ ହାର୍ଦିକ ଅଭିନନ୍ଦନ l Advertisement