ବଲାଙ୍ଗୀର,୨୨।୧(ଦେବବ୍ରତ ଗୁରୁ) : ଟିଟଲାଗଡ ଠାରେ ଆୟୋଜିତ କୁମୁଡା ମହୋତ୍ସବ ସମାରୋହରେ ସଭାପତି ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି ମନ୍ତ୍ରୀ ସୁଶାନ୍ତ ସିଂ ସମ୍ମାନିତ ଅତିଥି ଭାବରେ ମନ୍ତ୍ରୀ ପଦ୍ମିନୀ ଦିଆନ, ଏବଂ ପାଟଣାଗଡ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସରୋଜ ମେହେର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ l ଏହା ଦୀର୍ଘ ତିନି ଦିନ ହେବ ଚାଲିଥିଲା ଏ ଗତ କଲି ଉଦଯାପିତ ହୋଇଛି ।





















