Thursday, November 5, 2026
ADVERTISEMENT
Home ଜିଲ୍ଲା ପାଟଣାଗଡ଼ କଂସ ଦରବାରରେ ପି.ସି.ସି ମୁଖପାତ୍ରଙ୍କ ଫେରାଦ

ପାଟଣାଗଡ଼ କଂସ ଦରବାରରେ ପି.ସି.ସି ମୁଖପାତ୍ରଙ୍କ ଫେରାଦ

325
ADVERTISEMENT

ବଲାଙ୍ଗୀର,୨୦ା୧(ବିଶିକେସନ ବେହେରା ) : ପାଟଣାଗଡ଼ ଠାରେ ଏହି ଅଞ୍ଚଳର ପ୍ରମୁଖ ପର୍ବ ଧନୁଯାତ୍ରା ଉଦଯାପିତ ହୋଇଯାଇଛି । ଆଞ୍ଚଳିକ ବିଭିନ୍ନ ସମସ୍ୟା ନେଇ ପିସିସି ମୁଖପାତ୍ର ସମରେନ୍ଦ୍ର ମିଶ୍ର କଂସ ଦରବାରରେ ଉପସ୍ଥାପିତ କରିଥିଲେ ।

Advertisement