Tuesday, September 8, 2026
ADVERTISEMENT
Home ଜିଲ୍ଲା କଂଗ୍ରେସ ନେତା ବିଶ୍ଵାମିତ୍ର କୁମ୍ଭାରଙ୍କ ବିୟୋଗ

କଂଗ୍ରେସ ନେତା ବିଶ୍ଵାମିତ୍ର କୁମ୍ଭାରଙ୍କ ବିୟୋଗ

267
ADVERTISEMENT

ବଲାଙ୍ଗୀର,୨୦ା୧(ଦେବବ୍ରତ ଗୁରୁ): ଦେଓଗାଁ ବ୍ଲକ ଅନ୍ତର୍ଗତ ଖଲିଆପାଲି ଗ୍ରାମର ବରିଷ୍ଠ କଂଗ୍ରେସ ନେତା ବିଶ୍ଵାମିତ୍ର କୁମ୍ଭାରଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ବରିଷ୍ଟ ମୁଖପାତ୍ର ସମରେନ୍ଦ୍ର ମିଶ୍ର ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଥିଲେ ।

Advertisement