Friday, November 6, 2026
ADVERTISEMENT
Home କନ୍ଧମାଳ ବାଲିଗୁଡ଼ାର ଗୌରବ : ରୋଜା

ବାଲିଗୁଡ଼ାର ଗୌରବ : ରୋଜା

366
ADVERTISEMENT

କନ୍ଧମାଳ,୧୯/୧(ସୁରେଶ ପଣ୍ଡା) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ନଗରର ବନ୍ଧସାହି ତାଙ୍କ ଘର ଯାହାକି ବଡ଼ ଗୌରବ ହାସଲ କରି ଦେଖାଇଛନ୍ତି ଯାହା ଆଜି ସମଗ୍ର ଓଡ଼ିଶା ପାଇଁ ଚାଞ୍ଚଲ୍ୟ ହୋଇଯାଇଛି ସେ ଆଉ କିଏ ନୁହଁ ସେ ହେଉଛନ୍ତି ଏ.ରୋଜା ବୟସ ମାତ୍ର26 ତାଙ୍କର ପାଠପଢା ବାଲିଗୁଡ଼ା ସରସ୍ବତୀ ଶିଶୁ ମନ୍ଦିରରୁ ଆରମ୍ଭ କରିଥିଲେ ବର୍ତ୍ତମାନ ସେ ଓଏସ ପରୀକ୍ଷା ଦେଇ ଓଡ଼ିଶାର 207ନମ୍ବର ରେଙ୍କ ରଖି ଉତୀର୍ଣ୍ଣ ହୋଇଛନ୍ତି । ଆଜି ଏହା ବାଲିଗୁଡ଼ା ଓ ସାରା କନ୍ଧମାଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement