Thursday, November 5, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରର ୮ଟି ପ୍ରକଳ୍ପ ପାଇଁ ଡବ୍ଲୁଓଡିସିର ୫୮ ଲକ୍ଷ ଅନୁମୋଦନ

ବଲାଙ୍ଗୀରର ୮ଟି ପ୍ରକଳ୍ପ ପାଇଁ ଡବ୍ଲୁଓଡିସିର ୫୮ ଲକ୍ଷ ଅନୁମୋଦନ

263
ADVERTISEMENT

ବଲାଙ୍ଗୀର,୧୮/୧/(ଦେବବ୍ରତ ଗୁରୁ) : ବଲାଙ୍ଗୀର ଜିଲ୍ଲାର ୮ଟି ପ୍ରକଳ୍ପ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୫୮ଲକ୍ଷ ୭୪ ହଜାର ୩୧୪ଟଙ୍କା ଅନୁମୋଦିତ ହୋଇଛି। ଏଥିରେ ପୁଇତଲା ବ୍ଲକ କୃଷ୍ଣକ୍ରିପା ଟ୍ରଷ୍ଟ ଶୋଚାଳୟ ନିର୍ମାଣ ପାଇଁ ୧୦ଲକ୍ଷ , ଗାଡି ପାର୍କିଂ ପାଇଁ ୧୦ଲକ୍ଷ , ଜାମଗା ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ କକ୍ଷ ପାଇଁ ୭ଲକ୍ଷ , ନେଗି ପଡ଼ାରୁ ସାଇପଡା ରାସ୍ତା ନିର୍ମାଣ ୫ଲକ୍ଷ , କମ୍ୟୁନିଟି ହଲ ପାଇଁ ୭ଲକ୍ଷ ୫୦ହଜାର, ସଲତରାପାଲିରୁ ଚେକ୍ ଡମ ରାସ୍ତା ଉନ୍ନତିକରଣ ପାଇଁ ୫ଲକ୍ଷ ,ଅନ୍ୟ ଏକ ପ୍ରକଳ୍ପ ନିମନ୍ତେ ପାଇଁ ୫ଲକ୍ଷ ଅନୁମୋଦନ ହୋଇଛି , ଟେରାକୋଟା ମାର୍କେଟ ବିକାଶ ପାଇଁ ୯ଲକ୍ଷ ୨୪ ହଜାର ୩୧୪ ଟଙ୍କା ଅନୁମୋଦିତ ହୋଇଛି।

Advertisement