ବଲାଙ୍ଗୀର ,୧୮/୧(ସୁନୀଲ ତ୍ରିପାଠୀ ) : ବଲାଙ୍ଗୀର ଠାରେ ଅନୁଷ୍ଠିତ ୧0ଦିନିଆ “ପୁସ୍ତକ ମେଳାରେ ” ସ୍ୱଳ୍ପ ସଂଖ୍ୟକ ପୁସ୍ତକ ପ୍ରକାଶକ ସଂସ୍ଥା ଆସିଥିବା ବେଳେ ଅନେକ ଷ୍ଟଲ ଖାଲି ରହିଥିବା ନେଇ ଆୟୋଜକ ମାନେ ଏଥିପ୍ରତି ଗୁରୁତ୍ୱ ଦେଇ ନ ଥିବା ଅଭିଯୋଗ ହୋଇଛି । ଏପରିକି ସାହିତ୍ୟ ଅସାରରେ ମଧ୍ୟ ଶ୍ରୋତାଙ୍କ ଅଭାବ ଥିବା ଲକ୍ଷ କରାଯାଇଛି l





















