ଜିଲ୍ଲାବଲାଙ୍ଗୀର ତବଲା ବାଦନରେ ସମଗ୍ର ଓଡ଼ିଶାରେ ଶିବ ଶଙ୍କରଙ୍କ ପ୍ରଥମ ସ୍ଥାନ By Dunia Halchal - January 15, 2020 270 Share FacebookXPinterestWhatsApp ADVERTISEMENT ବଲାଙ୍ଗୀର,୧୫।୧(ବିଶିକେଶନ ବେହେରା): ଲକ୍ଷ୍ନୌରେ ଜାତୀୟ ଯୁବ ଦିବସ ଅବସରରେ ଆୟୋଜିତ ପ୍ରତିଯୋଗିତାରେ ତବଲା ବାଦନରେ ସମଗ୍ର ଓଡ଼ିଶାରେ ଶିବ ଶଙ୍କର ଲାହାଙ୍କୁ ପ୍ରଥମ ସ୍ଥାନ ପ୍ରାପ୍ତ ହୋଇଛି । ଆମର ବଲାଙ୍ଗୀର ତରଫରୁ ଶିବ ଶଙ୍କର ଲାହାଙ୍କୁ ବହୁତ ଧନ୍ୟବାଦ। ଆମର ମାଟିକୁ ଗର୍ବିତ କରିଛନ୍ତି । Advertisement