Friday, November 6, 2026
ADVERTISEMENT
Home ଜିଲ୍ଲା ଐତିହ୍ୟ ସଂସ୍କୃତିକ ଓ ମହାପୁରୁଷ ମାନଙ୍କ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀ

ଐତିହ୍ୟ ସଂସ୍କୃତିକ ଓ ମହାପୁରୁଷ ମାନଙ୍କ ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀ

551
ADVERTISEMENT

ବଲାଙ୍ଗୀର୧୪।୧(ଡି.ଏଚ/ଦେବବ୍ରତ ଗୁରୁ) : ଭାରତର ଐତିହ୍ୟ ସଂସ୍କୃତି ଓ ମହାପୁରୁଷ ମାନଙ୍କ ପ୍ରାତିକୃତି ଉପରେ ଆଧାରିତ ବାଲୁକା କଳା ପ୍ରଦର୍ଶନୀ , ବଲାଙ୍ଗିର ଜିଲ୍ଲାର ଗୁଡଭେଲା ବ୍ଲକ ପେନ୍ଦିମୁଣ୍ଡା ନଦୀଘାଟ ନିକଟରେ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁଙ୍କ ଦ୍ବାରା ପ୍ରଦର୍ଶିତ ବାଲୁକା କଳାରେ ମୁଖ୍ୟ ଅତିଥି କଂଗ୍ରେସ ଦଳ ବିଧାୟକ ଦଳର ନେତା ତଥା ପୂର୍ବ ବିରୋଧୀ ଦଳ ନେତା ମାନ୍ୟବର ଶ୍ରୀଯୁକ୍ତ ନରସିଂହ ମିଶ୍ରଙ୍କ ଉପସ୍ଥିତି।

Advertisement