ବଲାଙ୍ଗୀର,୯/୧(ଡି.ଏଚ/ଦେବବ୍ରତ ଗୁରୁ) : ଏପିଜେ ଲୋଇସିଂହା ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ, ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବଲାଙ୍ଗୀର ବିଧାୟକ ଯୋଗଦେଇଛନ୍ତି । ମୁଖ୍ୟ ଅତିଥିଙ୍କ ଦ୍ୱାରା ନରସିଂହ ମିଶ୍ର ଉପବିଜେତା କଟକ ଏବଂ ବିଜେତା ବରଗଡ଼ ଦଳକୁ ଟ୍ରଫି ସହ ନଗଦ ପୁରସ୍କାର ରାଶି ଦ୍ୱାରା ପୁରସ୍କୃତକରାଯାଇଛି ।





















