Friday, November 6, 2026
ADVERTISEMENT
Home ଜିଲ୍ଲା ବି.ଏସ.ଏଫ ଇନିସ୍ପେକ୍ଟରଙ୍କୁ ଦେଶସେବା କରି ଅବସରରେ ସମ୍ଵର୍ଦ୍ଧ୍ବନା

ବି.ଏସ.ଏଫ ଇନିସ୍ପେକ୍ଟରଙ୍କୁ ଦେଶସେବା କରି ଅବସରରେ ସମ୍ଵର୍ଦ୍ଧ୍ବନା

458
ADVERTISEMENT

ବଲାଙ୍ଗୀର,୭।୧(ଡି.ଏଚ/ଦେବବ୍ରତ ଗୁରୁ) : ବି ଏସ ଏଫ ଇନିସ୍ପେକ୍ଟର ଭାବେ ଦୀର୍ଘ ଦିନରୁ ଦେଶ ମାତୃକାର ସେବା କରି ଶ୍ରୀଯୁକ୍ତ ଦେବାନନ୍ଦ ପଟେଲ ମହୋଦୟ ଆଜି ରିଟାୟାର୍ଡ ହୋଇ ନିଜ ଜନ୍ମ ମାଟି ବଲାଙ୍ଗିର ତାଲପାଲି ପଡାକୁ ଫେରିଛନ୍ତି । ସହି ଅବସରରେ ସେହି ଗ୍ରାମ ଓ ସମଗ୍ର ଅଞ୍ଚଳ ବାସି ଷ୍ଟେସନ ଆସି ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ।
ତାଙ୍କୁ ରେଳ ଷ୍ଟେସନରେ ଫୁଲମାଳ ଦେଈ ସ୍ୱାଗତ କରାଯାଇଛି । ତାଙ୍କର ଦେଶ ସେବା ପରୋପକାରୀ ଯାଗୁଁ ସମଗ୍ର ଅଞ୍ଚଳ ଗର୍ବିତ ,ସେ ଜଣେ ସଚ୍ଚଟ ଓ ପରୋପକାରୀ ବ୍ୟକ୍ତି ଅଟନ୍ତି ।

Advertisement