ବଲାଙ୍ଗୀର,୭।୧(ଡି.ଏଚ/ଦେବବ୍ରତ ଗୁରୁ) : ପୁଇଁତଳା ଥାନା ଆଗରେ ଏକ ଅତ୍ୟନ୍ତ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି l ବେସରକାରୀ ଚକାଡୋଳା ବସ ଓ ବାଇକ ଧକ୍କା ହୋଇ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି l ବାଇକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଚାଳକଙ୍କୁ ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଅଛି l





















