ବଲାଙ୍ଗୀର,୨/୧(ଡି.ଏଚ/ବିଶିକେଶନ ବେହେରା) : ବିଙ୍ଗ ହୁମାନ ଫାଉଣ୍ଡେସନ ତରଫରୁ ନୂତନ ବର୍ଷର ହାର୍ଦିକ ଅଭିନନ୍ଦନ… ବର୍ଷ ଆରମ୍ଭରୁ କିଛି ଅସହାୟଙ୍କ ମୁହଁ ରେ ହସ ଫୁଟେଇବାପାଇଁ ପ୍ରଚେଷ୍ଟା…. ସାହାଯ୍ୟ ର ହାତ ସଦା ପ୍ରସାରିତ
ଏହି ମହାନ କାର୍ଯ୍ୟ ପାଇଁ ଆମକୁ ଜଣେ ସହୃଦୟ ମହିଳା ସାହାଯ୍ୟ କରିଥିବାରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।





















