Friday, November 6, 2026
ADVERTISEMENT
Home ଜିଲ୍ଲା ଅନଙ୍ଗ ଉଦୟ ସିଂହଦେଓ :ଆଡମିନଷ୍ତ୍ରାଟିଭ ପାଇଁ ୨୫ କୋଟି ଓ ଅଡିଟୋରିଓମ ପାଇଁ ୨୫...

ଅନଙ୍ଗ ଉଦୟ ସିଂହଦେଓ :ଆଡମିନଷ୍ତ୍ରାଟିଭ ପାଇଁ ୨୫ କୋଟି ଓ ଅଡିଟୋରିଓମ ପାଇଁ ୨୫ କୋଟି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

243
ADVERTISEMENT

ବଲାଙ୍ଗିର,୩୧/୧୨( ଡି.ଏଚ/ବିଶିକେଶନ) : ସୁନାମଧନ୍ୟ ବଲାଙ୍ଗିର ରାଜେନ୍ଦ୍ର କଲେଜର ଉନ୍ନତି ପାଇଁ ବଲାଙ୍ଗିରର ପୁର୍ବତନ ମନ୍ତ୍ରୀ ତଥା ରାଜ୍ଯସଭା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଗତ ୨୪ ତାରିଖରେ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନୀବାସରେ ସାକ୍ଷାତ କରି ଅନୁରୋଧ ଜଣାଇ ଥିଲେ ଯାହା ଆଜି ପୁଣି ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବିଲ୍ଲି ଅବସରରେ ଘୋଷଣା କରିବା ପାଇଁ ଅନଙ୍ଗ ଉଦୟ ସିଂହଦେଓ ନିଜର ଉଦବୋଧନରେ ଅନୁରୋଧ କରିଥିଲେ ଯାହାକି ମୁଖ୍ଯମନ୍ତ୍ରୀ ନିଜ ଉଦବୋଧନରେ ଆଡମିନଷ୍ତ୍ରାଟିଭ ପାଇଁ ୨୫ କୋଟି ଓ ଅଡିଟୋରିଓମ ପାଇଁ ୨୫ କୋଟି ଘୋଷଣା କରିଛନ୍ତି । ବଲାଙ୍ଗିର ବାସୀଙ୍କ ତରଫରୁ ମାନ୍ଯବର ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଅଶେଷ ଧନ୍ଯବାଦ ଜଣାଇଛନ୍ତି ।

Advertisement