ବଲାଙ୍ଗୀର,୨୯ା୧୨(ଡି.ଏଚ/ସୁନୀଲ ତ୍ରୀପାଠୀ) : ଆଜି ବଲାଙ୍ଗୀର ଜିଲ୍ଲାରେ ଅତ୍ୟଧିକ ଶୀତ ଅନୁଭୂତ ହେଉଛି ଏହାକୁ ଆଖିଆଗରେ ରଖି ରାତି ପ୍ରାୟ ୧୨ଟାରେ ବିଭିନ୍ନ ସ୍ଥାନରେ ବିନା କମ୍ବଳରେ ଶୋଇଥିବା ଲୋକମାନଙ୍କୁ ବଲାଙ୍ଗୀର ୟୁଥ ଏକ୍ସନ କମିଟି ଓ କିପ ସ୍ମାଇଲିଙ୍ଗ ଟ୍ରଷ୍ଟ କଟକ ପକ୍ଷରୁ ପ୍ରଥମ ଦିନ ବଲାଙ୍ଗୀର ସହରର ବିଭିନ୍ନ ସ୍ଥାନରେ କମ୍ବଳ ବଣ୍ଟନ କରାଯାଇଥିଲା ।




















