Friday, November 6, 2026
ADVERTISEMENT
Home ଜିଲ୍ଲା ବଲାଙ୍ଗୀରରେ 23ତମ ପ୍ରତିଷ୍ଠା ଦିବସ ପାଳିତ

ବଲାଙ୍ଗୀରରେ 23ତମ ପ୍ରତିଷ୍ଠା ଦିବସ ପାଳିତ

342
ADVERTISEMENT

ବଲାଙ୍ଗୀର,୨୭।୧୨(ଡି.ଏଚ/ବିଶିକେସନ ବେହେରା) : ରାଜ୍ୟର କୋଣ ଅନୂକଣରେ ହେଉଥିବା ବିଜେଡିର ପ୍ରତିଷ୍ଠା ଦିବସ ଲୋଇସିଂହା ମାହେଶ୍ୱରି ସଂଗଠନ ଯେଉଁ ସମାଜସେବା କାର୍ଯ୍ୟ କରିଆସୁଛି, ସେହି କାର୍ଯ୍ୟକୁ ଦେଖି ଆଜି ଲୋଇସିଂହା ବ୍ଳକ୍ ଝାରମୁଣ୍ଡା ଗାଁ ରେ ବିଜେଡିର 23 ତମ ପ୍ରତିଷ୍ଠା ଦିବସରେ ଲୋଇସିଂହା ମାହେଶ୍ୱରି ସଂଗଠନକୁ ସମାଜ ସେବା କ୍ଷେତ୍ରରେ ସମ୍ମାନିତ କରାଗଲା।

Advertisement