Wednesday, September 23, 2026
ADVERTISEMENT
Home ଜିଲ୍ଲା ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଗଂଜାମ ଜିଲ୍ଲା ସଭାପତି ହେଲେ ସଞ୍ଜୟ କୁମାର ମହାରଣା

ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ଗଂଜାମ ଜିଲ୍ଲା ସଭାପତି ହେଲେ ସଞ୍ଜୟ କୁମାର ମହାରଣା

385
ADVERTISEMENT

ନବରଙ୍ଗପୁର,୨୧/୧୨,(ଡି.ଏଚ ) : ଆନ୍ତର୍ଜାତୀୟ ମାନବାଧିକାର ପରିଷଦର ବିଶ୍ୱ ମାନବାଧିକାର ଦିବସ ନବରଙ୍ଗପୁର ଜିଲ୍ଲାରେ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଶିଷ୍ଟ ବୁଦ୍ଧିଜୀବୀ, ସମାଜସେବୀ, ଉପସ୍ଥିତ ହୋଇଥିଲେ।ଉକ୍ତ ବୈଠକରେ ଗଂଜାମ ଜିଲ୍ଲାର ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାରଣାଙ୍କୁ ଶ୍ରେଷ୍ଠ କର୍ମଅଭିମୁଖୀ, ସାଧାନା,ସମାଜରେ ଅନେକ ମଙ୍ଗଳକାରୀ କାର୍ଯ୍ୟକୁ ପ୍ରଶଂସା କରିବା ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।
ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସଙ୍କ ମନାନୋୟନ ରେ ଶ୍ରୀଯୁକ୍ତ ସଞ୍ଜୟ କୁମାର ମହାରଣା କୁଁ ଗଞ୍ଜାମ ଜିଲ୍ଲାର ସଭାପତି ରୂପେ ଦାଇତ୍ଵ ଦିଆଗଲା। ଏବଂ ସଞ୍ଜୟ ସଭାପତି ଭାବେ ମନୋନୀତ ହେବାରୁ ସମାଜସେବା ଓ ବୁଦ୍ଧିଜୀବୀ ମାନଙ୍କର ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ସଞ୍ଜୟ ଜିଲ୍ଲା ସଭାପତି ହେବା ଖବର ପ୍ରକାଶ ହେବା ପରେ ଅଞ୍ଚଳ ବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି।

Advertisement