Friday, November 6, 2026
ADVERTISEMENT
Home କନ୍ଧମାଳ କୋଟଗଡ଼ରେ ମାଓ ପୋଷ୍ଟର

କୋଟଗଡ଼ରେ ମାଓ ପୋଷ୍ଟର

289
ADVERTISEMENT

କୋଟଗଡ,୧୮।୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର): କନ୍ଧମାଳ ଜିଲା କୋଟଗଡ଼ ବ୍ଲକ ରେଟାବାଲି ଗ୍ରାମରେ ମନ୍ତ୍ରୀ ଓ ପୋଲିସକୁ ବିରୋଧ କରି ମାଓ ପୋଷ୍ଟର ଲାଗିଛି । ଏଥି ଯାଗୁଁ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

Advertisement