Friday, November 6, 2026
ADVERTISEMENT
Home କନ୍ଧମାଳ ଗଣଦୁଷ୍କର୍ମ କାରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ଦାବି

ଗଣଦୁଷ୍କର୍ମ କାରୀଙ୍କୁ ତୁରନ୍ତ ନ୍ୟାୟ ପାଇଁ ଦାବି

319
ADVERTISEMENT

କୋଟଗଡ଼,୮/୧୨(ଡି.ଏଚ/ନଳିନୀ କାନ୍ତ ମିଶ୍ର) : ଡାକ୍ତର ପ୍ରିୟଙ୍କା ରେଡ୍ଡିଙ୍କ ଗଣଦୁଷ୍କର୍ମ କାରୀଙ୍କୁ ତା 6-12- 2019 ରିଖ ସକାଳୁ 5 ଟା ରେ 4 ଜଣ ଦୁର୍ଦାନ୍ତ ଅପରାଧୀକୁ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ହାବୁଡ଼ରୁ ଖସି ଯାଉଥିବାରୁ ଏନକାଉଣ୍ଟର କରିଛନ୍ତି । କାରଣ ଡ଼ାକ୍ତର ପ୍ରିୟଙ୍କl ରେଡିକୁ 4 ଜଣ ଅପରାଧୀ ଗଣ ଦୁଷ୍କର୍ମ କରି ଜିଅନ୍ତା ପୋଡିମାରି ଦେଇଛନ୍ତି ପ୍ରଶାସନର ଏହି ପଦକ୍ଷେପ ଯାଗୁଁ ସାରା ଭାରତ ବାସି ପୋଲିସକୁ ଧନ୍ୟବାଦ ଦେଉଛନ୍ତି । କାରଣ ତୁରନ୍ତ ଦୋଷୀ ଧରା ପଡିଛନ୍ତି ଏ ନେଇ କୋଟଗଡ଼ ସନ୍ଥ ଆଶାରାମ ବାପୁ କଲେଜର ଛାତ୍ର ଓ ଛାତ୍ରୀଙ୍କ ପ୍ରତିକ୍ରିୟାରେ କହିଛନ୍ତି ଭାରତ, ଓଡିଶାରେ ଏମେତି ହବା ଦରକାର ଆଜି ପର୍ଯନ୍ତ ଇତିଶ୍ରୀ, ବବିନା ଓ ଆହୁରି ଅନେକ ଝୀଅ ନ୍ୟୟ ପାଇ ପାଇପlରି ନାହାନ୍ତି ସେହି ଦୋଷୀକୁ ବାହାର କରି ସରକାର ନାୟ ଦେବାକୁ ଆମର ଅନୁରୋଧ ।

Advertisement