Thursday, November 5, 2026
ADVERTISEMENT
Home କନ୍ଧମାଳ ଗଞ୍ଜେଇ ଚାଲାଣ କାରିଙ୍କୁ ସଶ୍ରମ କାରାଦଣ୍ଡ

ଗଞ୍ଜେଇ ଚାଲାଣ କାରିଙ୍କୁ ସଶ୍ରମ କାରାଦଣ୍ଡ

419
ADVERTISEMENT

ବାଲିଗୁଡ଼ା,୬/୧୨(ଡି.ଏଚ/ ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା କେ. ନୂଆଗାଁ ବ୍ଲକ ଅନ୍ତର୍ଗତ ଗୁଗୁରକିଉ ରାସ୍ତା ଉପରେ 30/5/17ରିଖରେ ରାସ୍ତା ଉପରେ ବୃନ୍ଦାବନ ଦିଗାଲକୁ 9ଟି ଅଖା ବସ୍ତାରେ ମୋଟ 106କେଜି ବୋଲେରୋ ପିକଅପ ଭେନରେ ଚାଲାଣ କରୁଥିବା ସମୟରେ ବ୍ରହ୍ମପୁର ଅବାକରି ବିଭାଗ ଜବତ କରିଥିଲା । ଉକ୍ତ ମକଦମା ବିଚାର କରି ମାନ୍ୟବର ସ୍ୱତନ୍ତ୍ର ବିଚାରପତି ବାଲିଗୁଡ଼ା ଶ୍ରୀଯୁକ୍ତ ଶୁଭଦର୍ଶୀ ପଟ୍ଟନାୟକ ଉକ୍ତ ଚାଲାଣକାରୀଙ୍କୁ ଦଶ ବର୍ଷ ସଶ୍ରମ କାରାଦଣ୍ଡ ସହ 100000ଟଙ୍କା ଜରିମାନା କରିଛନ୍ତି, ସରକାରଙ୍କ ତରଫରୁ ଅତିରିକ୍ତ ପିପି ଶ୍ରୀ ସୁଧାଂଶୁ ମୋହନ ପତି କେଶ ପରିଚାଳନା କରୁଥିଲେ ।

Advertisement