Friday, November 6, 2026
ADVERTISEMENT
Home କନ୍ଧମାଳ ଆନ୍ତର୍ଜାତିକ ଭିର୍ଣ୍ଣକ୍ଷମ ଦିବସ ପାଳନ

ଆନ୍ତର୍ଜାତିକ ଭିର୍ଣ୍ଣକ୍ଷମ ଦିବସ ପାଳନ

383
ADVERTISEMENT

କୋଟଗଡ,୩।୧୨:(ଡି.ଏଚ/ନଳୀନି କାନ୍ତ ମିଶ୍ର) : ଆଜି ୩।୧୨ ତାରିଖ ଦିନ କୋଟଗଡ ସରକାରୀ ଉ.ପ୍ରା ପ୍ରାଥମିକ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆନ୍ତର୍ଜାତିକ ଭିର୍ଣ୍ଣକ୍ଷମ ଦିବସ ପାଳନ କରାଯାଇଥିଲା l ଏଥିରେ ପ୍ରତି ପଞ୍ଚାୟତର ଭିର୍ଣ୍ଣକ୍ଷମ ପିଲାମାନେ ଖେଳ ଖେଳିବା ସହିତ କୁଇଜ଼ ଓ ଗୀତ ଗାଇବା ପ୍ରତିଯୋଗିତାରେ ଭାଗ ନେଇଥିଲେ l ଏହି ମଞ୍ଚକୁ ଉଦଘାଟନ କରିଥିଲେ । B.E.O ଶ୍ରୀଯୁକ୍ତ ଜଗନ୍ନାଥ ସାହୁ ଓ ମୁଖ୍ୟ ଅତିଥି ଭାବେ କୋଟଗଡ ଉ.ପ୍ରା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଦୀକ୍ଷିତ ଓ ପୁରସ୍କାର ବିତରଣରେ ମୁଖ୍ୟ s.j.g.v ପାନ୍ତୁଲୁ ଓ ମୁଖ୍ୟ ବକ୍ତା ଭାବେ ଶ୍ରୀଯୁକ୍ତ ଅନନ୍ତ ସାହୁ (A.B.E.O) କୋଟଗଡ ଓ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ରଘୁନାଥ ମଲ୍ଲିକ ଓ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଦୀକ୍ଷିତ ଯୋଗ ଦେଇଥିଲେ ଓ ସମସ୍ତ ପଞ୍ଚାୟତର ଶିକ୍ଷକ, ଶିକ୍ଷୟତ୍ରୀ ଯୋଗ ଦେଇଥିଲେ l ଆଜିର ଏହି ଭିର୍ଣ୍ଣକ୍ଷମ ଦିବସ ସଭାଟିକୁ ସୁଚାରୁ ରୂପେ ତୁଲାଇ ଥିଲେ l

Advertisement