ଦାରିଙ୍ଗବାଡ଼ି,୨।୧୨(ଡି.ଏଚ/ପ୍ରିୟ ରଞ୍ଜନ ନାୟକ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ ବହୁ ଅସୁବିଧାରେ ବିଜ୍ଞାନ ମେଳା ଆୟୋଜନ ହୋଇଯାଇଛି ଏହା ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କରାଯାଇଛି । ହେଲେ ଛାତ୍ର ଛାତ୍ରୀ ମାନେ ବହୁତ ଅସୁବିଧାରେ ସ୍କୁଲ ଭିତରକୁ ପ୍ରବେଶ କରି ଯିବା ଆସିବା କରୁଛନ୍ତି ଏହା ଗ୍ରାମବାସୀ ମାନେ ବହୁତ ଦୁଃଖ ପ୍ରକାଶ କରିଛନ୍ତି ।





















