Friday, November 6, 2026
ADVERTISEMENT
Home କନ୍ଧମାଳ ଏକ ମାଲ ବାହୀ ଟ୍ରକ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ

ଏକ ମାଲ ବାହୀ ଟ୍ରକ ଭାର ସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ

554
ADVERTISEMENT

ତୁମୁଡିବନ୍ଧ,୨୯/୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର) : ତୁମୁଡିବନ୍ଧ ବ୍ଲକ ଜରିଘାଟି ପାଖରେ ଏକ ମାଲ ବାହୀ ଟ୍ରକ ଭାର ସାମ୍ୟ ହରାଇ ଏକ ଗଛରେ ପିଟି ହେବା ପରେ ଏକ ପୋଲରେ ପିଟି ହୋଇଛି ଡ୍ରାଇଭର ଓ ଯାତ୍ରି ଗୁରୁ ତର ଆହାତ ହୋଇଛିନ୍ତ । ସମସ୍ତଙ୍କୁ ତୁମୁଡ଼ିବନ୍ଦ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ପୋଲିସ ପହଂଚି ତଦନ୍ତ ଜାରି ରଖଛନ୍ତି ।

Advertisement