କୋଟଗଡ଼,୨୯/୧୧(ଡି.ଏଚ/ନଳିନୀ କାନ୍ତ ମିଶ୍ର): କୋଟଗଡ଼ରେ ଏକ ଲଜ୍ୟା କର ଘଟଣା ଘଟି ଜାଇ ଅଛି, ଏକ ନାବାଳିକା ନବମ ଶ୍ରେଣୀର ଛାତ୍ରୀ ଗତକାଲି ସନ୍ଧ୍ୟାରେ ମା ସାଥିରେ ଥିବା ସମୟରେ ଅଭିଯୁକ୍ତ ଵିଭାହିତ ଯୁବକ ଶମ୍ଭୁ ମହାରଣା ନାବାଳିକାକୁ ପ୍ରଲୋଭନ ଦେଖାଇ ଏକ ନିଛାଟିଆ ଜାଗାକୁ ନେଇ ଗଣ ଦୁଷ୍କର୍ମ କରିଥିଲା l ନାବାଳିକାର ଚିତ୍କାର ଶୁଣି ସାହି ପଡିଶା ଲୋକ ଆସି ନାବାଳିକାକୁ ଉଦ୍ଧାର କରିଛନ୍ତି l ନାବାଳିକାର ମା ସତ୍ୟଭାମା ବିଶୋଇ ତୁମୁଡିବନ୍ଧ ଥାନାରେ ଏଫଆଇର ଦେଇଛନ୍ତି ପୋଲିସ କେସ ନଂ 85/19 ରୁଜ କରି ତଦନ୍ତ ଜାରି ରଖିଛନ୍ତି l





















